ଡକାୟତି ମାମଲା ଠାବ on April 04, 2026 Get link Facebook X Pinterest Email Other Apps ଆଇଆଇସି କେ. ବିଶ୍ୱାଲଙ୍କ ନେତୃତ୍ୱରେ ସଇଁତଳା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ମହିନ୍ଦ୍ରା ଅଟୋ, ପାଞ୍ଚଟି ଆକ୍ୱା ଗାର୍ଡ, ବାରଟି ବାକ୍ସ ବିଦ୍ୟୁତ ତାର ଏବଂ ଗୋଟିଏ ବାକ୍ସ ଧାନ କୀଟନାଶକ ଜବତ କରିଛି। ଅଧିକ ତଦନ୍ତ ଜାରି ରହିଛି। Comments
Comments
Post a Comment