କିଶୋରୀ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ପାଟଣାଗଡ, (ଯୁବମୋର୍ଚ୍ଚା) : ବଲାଙ୍ଗୀର ଜିଲ୍ଲା
ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ପ୍ରତ୍ଯେକ ଗାଁରେ କିଶୋରୀ ବାଳିକା ମାନଙ୍କୁ ସଚ ସଚତେନତା କରିବା ପାଇଁ କିଶୋରୀ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଭିଡିଓ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁ ଷ୍ଠି ତ ହୋଇଯାଇଛି । ଏହି କାର୍ଯ୍ୟକ୍ର ର୍ଯ୍ୟକ୍ରମ କୁ ତୃପ୍ତି ସ୍ୱେଚ୍ଛାସେ । ଦହର ସେବୀ ସଂଗଠନ ମୁଣ୍ଡେ।ଦହ ଆନୁକୁଲ୍ୟରେ ପ୍ରତି ଗାଁ ମାନଙ୍କରେ କିଶୋରୀ ବାଳିକାମାନଙ୍କୁ ନେଇ ଭିଡିଓ ମାଧ୍ୟମରେ ସେମାନଙ୍କ ଯନୂ କିପରି ନିଆଯିବ ସେ ସମ୍ପର୍କରେ. ଭି ଡି ଓ ମାଧ୍ୟମରେ ସଚେତନତା କରାଯାଇଛି।
Comments
Post a Comment