ପୁରୁନ୍ଦର ତରିଆ ପରଲୋକ




 ମୁରିବାହାଲ କୈବର୍ତ୍ତ ସମାଜ ର ଜଣେ ନିଷ୍ଠାବାନ ସାହସୀ ମିଷ୍ଟଭାଷୀ ସମାଜସେବୀ ଅଞ୍ଚଳର ଜଣେ ମାନ୍ୟଗଣ୍ୟ ବ୍ଯକ୍ତି ଥିଲେ ଶିକ୍ଷକତା କରିବା ସଂଗେ ନିଜ କୈବର୍ତ୍ତ ଜାତୀ ର ଦିଗଦର୍ଶକ ଦେଉଥିବା ଜଣେ ଉପଦେଷ୍ଟା ଶ୍ରୀ ପୁରୁନ୍ଦର ତରିଆ ଆଉ ଆମ ଗହଣରେ ନାହାଁନ୍ତି।

ମାଁ ଅଶ୍ବୀନୀ ବାସେଳି ସମଲେଶ୍ଵରୀ, ପ୍ରଭୁ ଶ୍ରୀ ରାମଙ୍କ ଚରଣରେ ପ୍ରାର୍ଥନା କରେ ତାଙ୍କ ଅମର୍ ଆତ୍ମା କୁ ସତ୍ ଗତି ଦିଅନ୍ତୁ ଓ ପରିବାର ବର୍ଗଙ୍କୁ ସାହସ ଦିଅନ୍ତୁ ।ॐ ଶାନ୍ତି 🙏 ॐଶାନ୍ତି 🙏 ॐ ଶାନ୍ତି 🙏

Post a Comment

Previous Post Next Post