ଲନବଲ ପ୍ରତିଯୋଗିତାରେ ଭାଗ ନେଲା କୈବର୍ତ୍ତ ଝିଅ on March 23, 2026 Get link Facebook X Pinterest Email Other Apps ବଲାଙ୍ଗୀର କୈବର୍ତ୍ତ ସମାଜ ର ଝିଅ ରାଜେଶ୍ୱରୀ ସେଠ ଲନବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସନ୍ତା କାଲି ଦିଲ୍ଲୀ ଯାଉଥିବାରୁ ତାଙ୍କର ଶୁଭ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ ବଲାଙ୍ଗୀର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ସହଯୋଗ କରାଗଲା l ଜୟ କୈବର୍ତ୍ତ ସମାଜ🙏 Comments
Comments
Post a Comment