ଶୁଭ କାମନା ସୁବେତ୍ସl
✒️କଲମ ଶିଳ୍ପୀ ନୀଲେଶ କୁମାର
ବାଣୀ କ୍ଷେତ୍ର ଭୁବନେଶ୍ୱର
ହେ! ମୋର ପ୍ରିୟର ଓ ଅତି ସ୍ନେହର
ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ l
ଶୁଭ ଆଶୀର୍ବାଦ ଆଉ ଶୁଭ କାମନା ଜଣାଉଛି *ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା* ଦ୍ଵାରା ପରିଚାଳିତ *ମାଟ୍ରିକ* ପରୀକ୍ଷା ଦେଉଥିବା ଓଡିଶା ସମସ୍ତ ମୋର ପ୍ରିୟର ଛାତ୍ରଛାତ୍ରୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି# କଲମ ମୁନ ରେ ଲେଖି ଚାଲନ୍ତୁ, ଓଡିଆ ଆମ ମାତୃଭାଷା *ସାହିତ୍ୟ* ଅନ୍ତର୍ଜାତୀୟ ଭାଷା ବା ଦ୍ୱିତୀୟ ଭାଷା *ଇଂରେଜୀ*, ତୃତୀୟ ଭାଷା ବା ଦେବୋ ଭାଷା *ସଂସ୍କୃତ* ଅମା ଭାରତୀୟ ମାନଙ୍କ ଜାତୀୟ ଭାଷା *ହିନ୍ଦୀ* ଭୂଗୋଳ, ଈତିହାସ, ଜୀବ ବିଜ୍ଞାନ, ଭୌତିକ ବିଜ୍ଞାନ,
ଦଶମ ଶ୍ରେଣୀର ପାଠ୍ୟ ଖସଡ଼ା ୨୦୨୬ ଅନୁଯାୟୀ ଓ ପ୍ରଶ୍ନ ପତ୍ର ଅନୁଯାୟୀ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର କଲମ ମୁନରେ ଝରି ଆସୁ l
ଶୁଭ କାମନା ଜଣାଉଛି 🪔
🦋Ii ଇତିil🦋
କଲମ ଶିଳ୍ପୀ ନୀଲେଶ କୁମାର