(ଉମେଶ ଦଣ୍ଡସନା) ଅପହରଣ ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ବାଘମୁଣ୍ଡ ପଞ୍ଚାୟତ କାଦୋପାଣି ଗାଁର ଘନଶ୍ୟାମ ବରିହା (କୁନୁ ) ବୟସ -12 ପି - ସମାରୁ ବରିହା ଗଲା କାଏଲ ଉପରବେଳା ପ୍ରାୟ ଘ. 4.00 ଅନ୍ୟ ସାଙ୍ଗ ମାନଙ୍କର ସାଙ୍ଗେ ଶୁକତେଲ ନଦୀକେ ଶୌଚ ପାଇଁ ଯାଇ ଆରୁ ଘରକୁ ଫେରି ନଥିଲେ | ତାର ସାଙ୍ଗ ମାନେ କହିବା ଅନୁସାରେ ଏହି ପୁଅକୁ ଦୁଇଟି ମୋଟର ସାଇକେଲ ବୁଲେଟ ଓ ପଳସର ଗାଡ଼ିରେ ଆସି ଅପହରଣ କରିନେଲେ | ଏହି ବିଷୟରେ ପୁଅର ବାପା ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ |
ଆଜି ଅପହୃତା ପରିବାର ଘରକେ ଯାଇକରି ଭେଟି ଜଲଦି ଉଦ୍ଧାର କରବାର ଲାଗି ସହଯୋଗ କର୍ମୁ ବୋଲି କଥା ଦେଇଛୁ | ଲରମ୍ଭା ଥାନାଧିକାରୀ ଙ୍କୁ ମଧ୍ୟ ଭେଟି ଅପହୃତ ବାଳକ କେ ଜଲଦି ଉଦ୍ଧାର ଲାଗି ଦାବୀ କରିଛୁ |
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ପୋଲିସ ପ୍ରଶାସନ, ବଲାଙ୍ଗୀର ଆରକ୍ଷୀ ଅଧିକାରୀକୁ ଅନୁରୋଧ ଏହି ଘଟଣାକୁ ଗୁରୁତ୍ୱ ଦେଇ ଅପହୃତ ବାଳକକୁ ଉଦ୍ଧାର କରନ୍ତୁ | ଉପହୃତ ଶୀଘ୍ର ଉଦ୍ଧାର ନହେଲେ ଆସନ୍ତା କାଲି ଆନ୍ଦୋଳନ କରିବାକୁ ବାଧ୍ୟ ହେବ |


