ଖପ୍ରାଖୋଲ. 28/12 ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ରାତିରେ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ର ଗମ୍ହାରୀ ଛକ ଠାରୁ ଦାଦନ ଶ୍ରମିକ ଉଦ୍ଧାର କରିଛି ଉଦ୍ଧାର ଶ୍ରମିକ ମଦ୍ୟରେ 3 ଜଣ ମହିଳା ଜଣେ ପୁରୁଷ 4 ଜଣ ଶିଶୁ ରହିଛନ୍ତି ଏମାନେ ଖପ୍ରାଖୋଲ ଥାନା ବେଲପଡା ବ୍ଲକ ଗମ୍ହାରୀ ଗାଁ ର ବୋଲି ପୋଲିସ କହିଛନ୍ତି ! ଏ ନେହି ଖପ୍ରାଖୋଲ ଥାନା ରେ ଏକ ରୁଜୁ ହୋଇଛି / ଦାଦନ ଚାଳନ ଅଭିଯୋଗ ରେ ଗମ୍ହାରୀ ଦାଦନ ଦଳର ସୁମନ୍ତ ଭୁଇ (45) କୁ ଗିରଫ କରିଛି ବୋଲି ଖପ୍ରାଖୋଲ ଥାନା ଅଧିକାର ନାରୀଦ୍ର ଛତର ସୂଚନା ଦେଇଛନ..