ଚାଷୀ ର ଟୋକନ ସମସ୍ୟା ଲାଗି ଆଏବାର ୧୯ ତାରିଖ ସମ୍ବଲପୁର ବନ୍ଦ ଡ଼ାକରା । ଚିନ୍ତା ରେ ଚାଷୀ

 

ସମ୍ବଲପୁର;(ମୋର୍ ଖବର) ଚାଷୀ ର ଟୋକନ ସମସ୍ୟା କେ ନେଇ ଚାରି ଆଡ଼େ ତେଜିଛେ ଚାଷୀ ଅସନ୍ତୋଷ। ଚାଷୀ ଙ୍କର ସମସ୍ୟା କେ ନେଇ ଆଏବାର ୧୯ ତାରିଖ ସମ୍ବଲପୁର ବନ୍ଦ ଡାକରା ଦେଇଛନ କୃଷକ ସଂଗଠନ । ୧୬ ତାରିଖ ରୁ ଅଭିନବ ପ୍ରତିବାଦ ଆରମ୍ଭ କରି ୧୯ ତାରିଖ ରେ ସମ୍ବଲପୁର ବନ୍ଦ । ଗୋଲବାଜର ଛକ ରୁ କଚେରି ଛକ୍ ତକ୍ ନିଜର ଧାନ ଧରିକରି ଆସବେ ଚାଷୀ । ଯେହେତୁ ସରକାର ଚାଷୀ ଙ୍କର ଧାନ ନାଇ ଘିନବାର ସାଧାରଣ ଲୋକଙ୍କୁ ଧାନ ଘିନବାର କେ ଅନୁରୋଧ କରବେ ଚାଷୀ । କିଛି ଦିନ ଆଗରୁ ଟୋକନ୍ ସମସ୍ୟା କେ ନେଇ ରାଜରାସ୍ତା କେ ଉତରି ଥିଲେ ଚାଷୀ, ଚାଷୀ ଙ୍କର ସାଙ୍ଗେ ଆଲୋଚନ କରି ସମସ୍ୟା ର ସମାଧାନ ନାଇ କରି ଚାଷୀ କେ ଉଠେଇ ନେଇ ଗିରଫ କରିଥିଲା ପ୍ରଶାସନ। ଯାହାର ଫଳରେ ଚାଷୀ ଙ୍କର ଭିତରେ ତୀବ୍ର ଅସନ୍ତୋଷ ଦେଖବାର ମିଲିଛେ । ଗଲା କାଲି ସଂଗଠନ ପକ୍ଷରୁ ବରେଇପାଲି ମଣ୍ଡି ରେ ଚାଷୀ ବୈଠକ କରି ବନ୍ଦ ଲାଗି ନିଷ୍ପତି ନେଇଛନ । ଇ ବନ୍ଦ ଡାକରା ରେ ସାଧାରଣ ଜନତା କେ ସାହାର୍ଯ୍ୟ ସହଯୋଗ କରବାର ଲାଗି ଅପିଲ କରିଛନ ଚାଷୀ । ଠିକ୍ ସମିୟା ରେ ଟୋକନ ନାଇ ମିଲବାର ନୁ ମଣ୍ଡି ରେ ପଡ଼ି ରହିଛେ ହଜାର ହଜାର ବସ୍ନା ଧାନ। ହତାଶ ହେଇ ବସିଛେ ଚାଷୀ । ଦୁଃଖ ଗୁହାରୁଛେ ଚାଷୀ କିନ୍ତୁ ନାଇ ସୁନବାର ପ୍ରଶାସନ । ଶେଷ କେ ଆନ୍ଦୋଳନ କେ ଉତରୁଛନ ଚାଷୀ।

Post a Comment

Previous Post Next Post