ଲୋଇସିଂହା, (ମୋର ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ଛେଳିଆପ।ଟ ମନ୍ଦିର ନିକଟସ୍ଥ ପି ଡ ବ୍ଲୁ ରାସ୍ତା ରେ ଅଜଣା ଗାଡ଼ି ଧକ୍କା ରେ ବଡଟିକ। ପଂଚାୟତ ଅନ୍ତର୍ଗତ ସାହାଯ ଛ।ପର ଗ୍ରାମ ର ଚେରୁ ବେହେରା (୫୨) ଓ ସୁରେଶ ପଧାନ ଗତ କାଲି ସନ୍ଧ୍ୟା ରେ ଭର୍ ସୂଜା କୌଣସି କାମ ରେ ଆସି ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ରେ ମୃତ ହୋଇଥିଲେ l ଏହି ଖବର ପାଇ ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ ଶବ ଜବତ କରି ବ୍ୟବଛେଦ ପାଇଁ ବଲାଙ୍ଗୀର ମୁଖ୍ୟ ଚିକିତ୍ସା ଲୟ କୁ ପଠାଇଥିଲେ । ଏହାରି ପ୍ରତିବାଦ ରେ ପରିବାର ସହ ଗ୍ରାମବାସୀ ବଦଟିକା ପଂଚାୟତ ଓ ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ଛକ ପରିସରରେ ଶବ ରଖି ରାସ୍ତା ଅବରୋଧ କରିଥିବା ପୁଲିସ ସୂତ୍ର ରୁ ପ୍ରକାଶ । ଏଥିରେ ମୃତ ପରିବାର କୁ ସରକାରୀ ଙ୍କ ତରଫରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ l ଉକ୍ତ ଘଟଣା ସ୍ଥଳରେ ଆଗଲପୁର ତହସିଲଦ।ର୍ ନବୀନ କିଶୋର ପାଢ଼ୀ , ଲୋଇସିଂହା ତହସିଲଦାର ଟିକନୁ ପୁଟା, ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇ ଓ ଲୋଇସିଂହା ଥାନା ଅଧିକାରୀ ମନୋଜ ମୁଣ୍ଡା ଉପସ୍ଥିତ ଥିଲେ । ଗ୍ରାମବାସୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅବରୋଧ ରୁ ହଟିବେ ନାହିଁ ବୋଲି ଜିଦ ଧରିଥିବା ବେଳେ ଦୀର୍ଘ ୩ ଘଣ୍ଟା ପରେ ବଲାଙ୍ଗୀର ଏସଡିପିଓ ସବିତା ବେହେରା ପହଂଚି ଲୋକଙ୍କୁ ବୁଝାସୁଝା ପରେ ଲୋକେ ରାସ୍ତା ଅବରୋଧ ରୁ ହଟିଥିଲେ l