ନୂଆପଡ଼ା;୦୮/୦୯(ମୋରଖବର ଉମେଶ ଦଣ୍ଡସନା- ସମ୍ପାଦକ) ପୂର୍ବ ବିଜେଡି ସରକାର୍ ର ମନ୍ତ୍ରୀ ତଥା ନୂଆପଡ଼ା ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କର ପରଲୋକ। ଚେନ୍ନାଇ ରେ ଚିକିତ୍ସା ଚାଲିଥିବାର ସମିୟା ରେ ମୃତ୍ୟୁ । ମୃତ୍ୟୁ ସମିୟା ରେ ତାଙ୍କୁ ୬୯ ବର୍ଷ ହେଉଥିଲା । ମୃତ୍ୟୁ ର ଖବର ପାଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଭିନଭିନ୍ ରାଜନୈତିକ ଦଳ ର ନେତା ଓ କର୍ମୀ ମାନେ ଶୋକ ପ୍ରକାଶ କରିଛନ । ପୂର୍ବ ବିଜେଡ଼ି ସରକାର୍ ଥୂବାର ସମିୟା ରେ ସେ ମନ୍ତ୍ରୀ ବି ଥିଲେ । ୨୦୦୪, ୨୦୦୯, ୨୦୧୯, ୨୦୨୪ ରେ ସେ ବିଧାୟକ ଥିଲେ । ମୃତ୍ୟୁ ଖବର ପାଇ ଆଜି ଭୁବନେଶ୍ବର ଶଙ୍ଖ ଭବନ ରେ ନୀରବ ପ୍ରାର୍ଥନା କରାଯାଇଥିଲା ।
ଦଳ ର ଲାଗି ଗୁଟେ ଅପୂରଣୀୟ କ୍ଷତି କହେଲେ କର୍ମୀ ।