ବରଗଡ଼;୨୮/୦୯(ମୋର୍ ଖବର) ବରଗଡ଼ ଗୁରୁଦ୍ବାର ଛକ୍ ରେ ଭୟାନକ ଦୁର୍ଘଟଣା । ସ୍କୁଟି କେ ଧକ୍କା ଦେଲା ହାଇୱା । ଧକ୍କା ଦେଇ ପାଖାପାଖୂ ୧୦ ରୁ ୧୫ ମିଟର ଘେସରେଇ ନେଇଥିବାର ସୂଚନା । ହାଇୱା ଚକା ଚଢ଼ି ଯିବାର ନୁ ଘଟଣା ସୁଲରେ ହିଁ ଦୁଇ ସ୍ବାମୀ ସ୍ତ୍ରୀ ଙ୍କର ଜୀବନ ପଲେଇ ଜାଇଥିଲା ।
ମୃତକ ହେଲେ ଅମ୍ବାଭୋନା ର ହରେକୃଷ୍ଣ ଡୁଙ୍ଗୁରି ଓ କୁନ୍ତଳା ଡୁଙ୍ଗୁରି ।
ସାଙ୍ଗେ ଥୂବାର ଦୁଇ ଛୋଟ ଛୁଆ ଆହତ ହେବାର ନୁ ଡାକ୍ତରଖାନା ରେ ଭର୍ତି
କରାଯାଇଛେ । ଧକ୍କା ଦେଇଥିବାର ହାଇୱା ଗାଡ଼ି ନମ୍ବର୍ ଓଡ଼ି ୧୭ ଏସି
୨୮୯୪ ଓ ସ୍କୁଟି ନମ୍ବର୍ ଓଡ଼ି ୧୭ ଏ ଏଫ ୧୭୫୭ । ଘଟଣା ସ୍ଥଳରେ ସ୍ଥାନୀୟ
ଲୋକଙ୍କର ଭିତରେ ଉତ୍ତେଜନା ଦେଖବାର କେ ମିଲିଥିଲା । ଘଟଣା ସ୍ଥଳରେ
ବରଗଡ଼ ପୋଲିସ ପହଞ୍ଚି ସ୍ଥାନୀୟ ଲୋକ କେ ବୁଝାସୁଝା କରିଛେ ଓ
ଦୁର୍ଘଟଣା ଘଟେଇଥିବାର ଡ୍ରାଇଭର ଓ ଗାଡି କେ ଟାଉନ ପୋଲିସ ଜବତ
କରିଛେ ।
Tags:
ଦୁର୍ଘଟଣାରେ