ମୋର ଖବର -୨୨/୯ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡ଼ା ବ୍ଳକ ବାଗଦୋର ପଞ୍ଚାୟତ ମାଳପଡ଼ା ଗାଁର ଦୁଇଜଣଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଥୂବା ଜଣାପଡିଛି । ମୃତ ଦୁଇ ଜଣ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମ ମୟରେ ବର୍ଷା ଏବଂ ଘଡଘଡି ହେବା ଦ୍ବାରା ଗଛ ମୂଳରେ ଲୁଚି ରହିଥୂଲେ । ଠିକ ଏହି ସମୟରେ ବଜୁଳି ମାରିବାରୁ ସେଠାରେ ଦୁଇଜଣ ଟଲି ପଡ଼ିଥିଲେ ଗାଁଲୋକ ଖବର ପାଇ ବେଳପଡ଼ା ପୋଲିସକୁ ଖବର ଦେଇଥିଲେ । ସଙ୍ଗେସଙ୍ଗେ ବେଳପଡ଼ା ପୋଲିସ ଆସି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା ।
Tags:
ପାଣିପାଗ