ପ୍ରିୟ ଗ୍ରାହକ,
ପିଏମ୍ ସୂର୍ଯ୍ୟ ଘର ମୁଫ୍ଟ ବିଜୁଳି ଯୋଜନା ଅନ୍ତର୍ଗତ- ୟୁଏଲ୍ଏ ମଡେଲରେ ଘରୋଇ ୧ କିଲୋୱାଟ୍ ଚୁକ୍ତି ବଦ୍ଧ ଗ୍ରାହକମାନେ ₹୫,୦୦୦ + ₹୩,୭୪୭ (ସୋଲାର୍ ଜେନେରେସନ୍ ମିଟର୍) ପଇଠ କରି ଛIତ ଉପରେ ୧ କିଲୋୱାଟ୍ ରୁଫଟପ୍ ସୋଲାର୍ ଲଗେଇ ପାରିବେ I
ଅଧିକ ବିବରଣୀ ପାଇଁ ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ, ଅଥବା ଟୋଲ୍ ଫ୍ରୀ ନମ୍ବର ୧୯୧୨/୧୮୦୦-୩୪୫-୬୭୯୮ ରେ ଯୋଗାଯୋଗ କରନ୍ତୁ -TPWODL