ବଲାଙ୍ଗିର;(ମୋରଖବର ଉମେଶ ଦଣ୍ଡସନା- ସମ୍ପାଦକ)
ପଶ୍ଚିମ ଓଡ଼ିଶା ର ପରୁହା ତିହାର ନୂଆଁଖାଇ ଲାଗି ବାହାରିଲା ଲଗନ୍। ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେଶ ରେ ସମିୟା ଘୋଷଣା କଲେ ରାଜ ପୁରୋହିତ । ଭୁଦୋ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥ୍ ଆଏବାର ୨୮ ତାରିଖ ଦିନ ୯.୪୭ ମିନିଟ୍ ରୁ ୧୧.୧୧ ମିନିଟ୍ ଭିତରେ ଲାଗି ହେବା ନବାନ୍ନ। ସବୁ ବର୍ଷ ପହେଲା କରି ବଲାଙ୍ଗିର ଜିଲ୍ଲା ରେ ହେଇଥୂଶି ନୂଆଁଖାଇ ଲଗନ୍ ଧାର୍ଯ୍ୟ। ମା ସମଲେଶ୍ବରୀ ଓ ମା ପାଟଣେଶ୍ବରୀ ଓ ପାଟଣା ମହାରାଜ ଙ୍କର ରାଶି ନକ୍ଷତ୍ର ଅନୁସାରେ ହେଇଥୂଶି ଲଗନ୍ ଧାର୍ଯ୍ୟ

Comments
Post a Comment