ବରଗଡ଼;୨୮/୦୮(ମୋରଖବର ଉମେଶ ଦଣ୍ଡସନା-ସମ୍ପାଦକ) ନୂଆଁଖାଇ ଦିନେ ବରଗଡ଼ ରେ ଚାଞ୍ଚଲ୍ୟ । ବରଗଡ଼ ଜିଲ୍ଲା ସୋହେଲା ଥାନା ହଲଦିପାଲି ଛକ୍ ହାଇଟେକ ପେଟ୍ରୋଲ ପମ୍ପ ରେ ଦିନର୍ ଦ୍ବିପହରେ ଘଟିଛେ ଜଘନ୍ୟ ହତ୍ୟାକାଣ୍ଡ। ଲିପୁ ସାହୁ ର ଟଙ୍ଗିଆ ଚୋଟ ରେ ବଳିଷ୍ଠ ପ୍ରଧାନ ନାମକ ଜଣେ ଯୁବକ ଙ୍କର ମୃତ୍ୟୁ । ବଳିଷ୍ଠ ପ୍ରଧାନ ଚୌକି ରେ ବସି ମୋବାଇଲ ଖେଲୁଥିବାର ବେଲକେ ପଛାଡୁ ଆସି ଲିପୁ ସାହୁ ଟଙ୍ଗିଆ ରେ ୧୬ ଚୋଟ ରେ ହାନବାର ପରେ ଘଟଣା ସ୍ଥଳରେ ହିଁ ଲିପୁ ସାହୁ ଙ୍କର ମୃତ୍ୟୁ ହେଇଥିଲା । ଘଟଣା ସ୍ଥଳରୁ ଅଭିଯୁକ୍ତ ଲିପୁ ସାହୁ ଫେରାର ମାରିଥିବାର ବେଲେ ପରେ ସୋହେଲା ପୋଲିସ ତାହାକେ ଅଟକ ରଖ୍ଛେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରି ଆନ୍ଦୋଳନ କରିଥିବାର ବେଲକେ ସୋହେଲା ପୋଲିସ ଆସି ସ୍ଥାନୀୟ ଲୋକ କେ ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ। ହତ୍ୟା ପଛେ ପୂର୍ବ ଶତ୍ରୁତା ଥିବାର ସୂଚନା । ହତ୍ୟା ଘଟଣା ର ପୁରା ଦୃଶ୍ୟ ସିସିଟିଭି ରେ କଏଦ ହେଇଛେ ।