ବଲାଙ୍ଗିର;୩୦/୦୭(ମୋର୍ ଖବର ) ଉମେଶ ଦଣ୍ଡସନା
“ଏକ ପେଡ଼ ମା କେ ନାମ” କାର୍ଯକ୍ରମ ରେ ଗଛ ନାଇ ଲଗାବର୍ ନୁ ବଲାଙ୍ଗିର ଜିଲ୍ଲା ର ୧୧ ବିଇଓ ଙ୍କର ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧୂକାରୀ । ଏକ ପଡେ ମା କେ ନାମ କାର୍ଯକ୍ରମ କେ ଜିଲ୍ଲା ର ବିଭିନ୍ନ ସରକାରୀ ସ୍କୁଲ୍ ମାନକେ ବୃକ୍ଷ ରୋପଣ ନାଇ କରୁଥିବାର ଦେଖାଯାଇଥିଲା । ଇ ଘଟଣା ରେ ବଲାଙ୍ଗିର ଜିଲ୍ଲା ର ଆଗଲପୁର, ସଇଁନଲା, ଦେଓଗାଁ,ଟିଟିଲାଗଡ଼, ଗୁଡ଼ଭେଲା,ପାଟଣାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ,,ତୁରେକେଲା, ବେଲପଡ଼ା, ପୁଇଁନ୍ତିଲା ବିଇଓ ଙ୍କର କାର୍ଯ୍ୟ ରେ ଅବହେଳା ଲାଗି ଜୁଲାଇ ମାସ ର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧୂକାରୀ ପ୍ରଦୀପ ନାଗ ।